ଏକାକି ଡ୍ରାଇଭିଂ କରିବା ସମୟରେ ମଧ୍ୟ‌ ମାସ୍କ ପିନ୍ଧିବା ଜରୁରୀ: ଦିଲ୍ଲୀ ହାଇକୋର୍ଟ

ଏକାକି ଡ୍ରାଇଭିଂ କରିବା ସମୟରେ ମଧ୍ୟ‌ ମାସ୍କ ପିନ୍ଧିବା ଜରୁରୀ: ଦିଲ୍ଲୀ ହାଇକୋର୍ଟ

Scroll.in

ନୂଆଦିଲ୍ଲୀ : କୋଭିଡ୍‌ ସଂକ୍ରମଣ ଉଦ୍‌ବେଗଜନକ ଭାବେ ବଢ଼ୁଥିବାରୁ ଦିଲ୍ଲୀ ହାଇକୋର୍ଟ ଆଜି ମାସ୍କ ପିନ୍ଧିବା ସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ବ୍ୟକ୍ତି ଏକାକୀ ଡ୍ରାଇଭ୍‌ କରି ଯାଉଥିଲେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ହାଇକୋର୍ଟ କହିଛନ୍ତି। ମହାମାରୀ ମଧ୍ୟରେ ମାସ୍କ ହେଉଛି ଏକ ‘ସୁରକ୍ଷା କବଚ’। ତେଣୁ ବାହାରକୁ ଯିବା ସମୟରେ ମାସ୍କ ପିନ୍ଧିବା ଜରୁରୀ ବୋଲି କୋର୍ଟ କହିଛନ୍ତି। ଦେଶରେ ସଂକ୍ରମଣ ରେକର୍ଡ ୧ ଲକ୍ଷ ୧୫ ହଜାରରୁ ଅଧିକ ରହିବାପରେ ହାଇକୋର୍ଟ ଆଜି ଏଭଳି ପରାମର୍ଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe