Advertisment

ଆଇଡବ୍ଲୁଏଫ୍ ଭାରୋତ୍ତୋଳନ ବିଶ୍ୱକପ : ବିନ୍ଦ୍ୟାରାଣୀ ଦେବୀ ୫୫ କିଲୋଗ୍ରାମରେ ବ୍ରୋଞ୍ଜ ଜିତି ଦେଶ ପାଇଁ ଗୌରବ ଆଣିଲେ

Advertisment
ଆଇଡବ୍ଲୁଏଫ୍  ଭାରୋତ୍ତୋଳନ ବିଶ୍ୱକପ : ବିନ୍ଦ୍ୟାରାଣୀ ଦେବୀ ୫୫ କିଲୋଗ୍ରାମରେ ବ୍ରୋଞ୍ଜ ଜିତି ଦେଶ ପାଇଁ ଗୌରବ ଆଣିଲେ

ଫୁକେଟ: ମଙ୍ଗଳବାର ଦିନ ଥାଇଲାଣ୍ଡର ଫୁକେଟରେ ଅନୁଷ୍ଠିତ ଆଇଡବ୍ଲୁଏଫ୍ ବିଶ୍ୱକପ୍‌ରେ ମହିଳା ୫୫ କିଲୋଗ୍ରାମ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଭାରତୀୟ ଭାରୋତ୍ତୋଳନକାରୀ ବିନ୍ଦ୍ୟାରାଣୀ ଦେବୀ ମଙ୍ଗଳବାର ଦେଶ ପାଇଁ ଗୌରବ ଆଣିଛନ୍ତି। କମନୱେଲଥ ଗେମ୍ସର ରୌପ୍ୟ ପଦକ ବିଜେତା ବିନ୍ଦ୍ୟାରାଣୀ ମୋଟ ୧୯୬ କିଲୋଗ୍ରାମ ଭାରୋତ୍ତୋଳନ କରିଛନ୍ତି।

ଉତ୍ତର କୋରିଆର କାଙ୍ଗ ହ୍ୟୋନ୍ ଗୟୋଙ୍ଗ ଏବଂ ରୋମାନିଆର କାମ୍ବେ ମିହେଲା-ଭାଲେଣ୍ଟିନା ଯଥାକ୍ରମେ ୨୩୪ କିଲୋଗ୍ରାମ ଏବଂ ୨୦୧ କିଲୋଗ୍ରାମ ଭାରୋତ୍ତୋଳନ କରି ସ୍ବର୍ଣ୍ଣ ଏବଂ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ୨୫ବର୍ଷୀୟ ଭାରୋତ୍ତୋଳନକାରୀ ଆଇଡବ୍ଲୁଏଫ୍ ଭାରୋତ୍ତୋଳନ ବିଶ୍ୱକପରେ ଦେଶ ପାଇଁ ଏହି ଆଣିଛନ୍ତି।  ସେ ୮୩ ଏବଂ  ୧୧୩ କିଲୋଗ୍ରାମ୍ ଭାରୋତ୍ତୋଳନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe