୩ ବୈଜ୍ଞାନିକଙ୍କୁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର

Advertisment
ରସାୟନ ବିଜ୍ଞାନରେ ବି ୩ ଜଣଙ୍କୁ ନୋବେଲ୍‌

India Today -

ନୂଆଦିଲ୍ଲୀ: ରସାୟନ ବିଜ୍ଞାନକୁ ଉଲ୍ଲେଖନୀୟ ଯୋଗଦାନ ପାଇଁ ୩ ଜଣ ବୈଜ୍ଞାନିକଙ୍କୁ ୨୦୧୭ ଲାଗି ନୋବେଲ ପୁରସ୍କାର ପ୍ରଦାନ କରାଯିବ। ଏ ନେଇ ବୁଧବାର ନୋବେଲ ପୁରସ୍କାର କମିଟି ପକ୍ଷରୁ ଘୋଷଣା କରାଯାଇଛି। ତିନିଜଣ ବୈଜ୍ଞାନିକଙ୍କୁ ମିଳିତ ଭାବେ ସମ୍ମାନିତ କରାଯିବ। ବିଶ୍ୱର ଏହି ଶୀର୍ଷ ପୁରସ୍କାର ଲାଗି ମନୋନୀତ ହୋଇଥିବା ତିନିଜଣ ରସାୟନ ବୈଜ୍ଞାନିକଙ୍କ ନାମ ହେଉଛି ସ୍ୱିଜରଲ୍ୟାଣ୍ଡର ଜ୍ୟାକ୍‌ ଡୁବୋଚେଟ୍‌, ଆମେରିକାର ଜୋଆଚିମ୍‌ ଫ୍ରାଙ୍କ ଓ ବି୍ରଟେନ୍‌ର ରିଚାର୍ଜ ହେଣ୍ଡରସନ । ଏହି ତିନି ବୈଜ୍ଞାନିକ ରସାୟନ ବିଜ୍ଞାନ ସଂପର୍କରେ ନୂତନ ତଥ୍ୟ ଆବିଷ୍କାର କରି ଏହି ପୁରସ୍କାରର ହକ୍‌ଦାର ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe