ଜମ୍ମୁ କଶ୍ମୀରରରେ ଖାଇକୁ ବସ୍‌ ଖସି ୧୬ ମୃତ

କଲଭର୍ଟରେ ବାଇକ ପିଟି ହୋଇ ଜଣେ ମୃତ, ୨ ଗୁରୁତରଙ୍କୁ କଟକ ସ୍ଥାନାନ୍ତର

Latestly

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ଡୋଡା ଜିଲ୍ଲାରେ ଆଜି ଏକ ଖାଇକୁ ବସ୍‌ ଖସି ପଡ଼ିବା ଫଳରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ମରମତ୍‌ ଅଞ୍ଚଳ‌ରେ ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ମରମତ୍‌ର ଗୋୱା ଗ୍ରାମକୁ ଯାତ୍ରା କରୁଥିବାବେଳେ ରାସ୍ତାରେ ଡ୍ରାଇଭର ବସ୍‌ ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ। ଫଳରେ ବସ୍‌ଟି ଏକ ଗଭୀର ଖାଇ ମଧ୍ୟକୁ ଖସି ପଡ଼ିଥିଲ। ଅପରାହ୍ନ ପ୍ରାୟ ୩.୨୫ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପରେ ମୃତ୍ୟୁସଂଖ୍ୟା ବୃଦ୍ଧିପାଇ ୧୬ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe