ଚିକିତ୍ସା ପାଇଁ ଫଳପ୍ରଦ ହେଉଛି ଜାପାନ ଆଣ୍ଟି ଫ୍ଲୁ ଏଜେଣ୍ଟ୍‌

Advertisment
ଚିକିତ୍ସା ପାଇଁ ଫଳପ୍ରଦ ହେଉଛି ଜାପାନ ଆଣ୍ଟି ଫ୍ଲୁ ଏଜେଣ୍ଟ୍‌

Edarabia

ନୂଆଦିଲ୍ଲୀ: ଚୀନ୍‌ ମେଡିକାଲ୍‌ ବିଶେଷଜ୍ଞ ଦଳଙ୍କ ଦାବି ଅନୁଯାୟୀ ଜାପାନ୍‌ର ଏକ ଆଣ୍ଟି ଫ୍ଲୁ ଏଜେଣ୍ଟ୍‌ ‘ଫାବିପିରାବିର୍‌’ କ‌ରୋନା ଭାଇରସ୍‌ର ଚିକିତ୍ସା ଦିଗରେ ଫଳପ୍ରଦ ହେଉଛି। ଜାପାନ୍‌ର ଆଣ୍ଟି ଫ୍ଲୁ ମେଡିସିନ୍‌ ଏବିଗାନ୍‌ରେ ଥିବା ଫାବିପିରାବିର୍‌କୁ ୩୦୦ କରୋନା ରୋଗୀଙ୍କ ଶରୀରରେ ପରୀକ୍ଷା କରାଯାଇଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହା ଶରୀରରେ ଭାଇରସ୍‌କୁ ବ୍ୟାପିବାକୁ ଦେଉନାହିଁ। ଅନେକ ରୋଗୀଙ୍କ ଚିକିତ୍ସାରେ ଏହି ଔଷଧ ବ୍ୟବହାର ହୋଇଛି। ଅନ୍ୟପକ୍ଷେ ଜାପାନ୍‌ରେ ଏବିଗାନ୍‌କୁ ବ୍ୟବ‌ହାର କରି ଭାଇରସ୍‌ ପରୀକ୍ଷା ପାଇଁ କ୍ଲିନିକାଲ୍‌ ଟେଷ୍ଟ୍‌ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe