ଭୂକମ୍ପ ଓ ସୁନାମିର ଭୟ! କ'ଣ ସତରେ ହେବ କି ବିନାଶ ? ଜାପାନୀ ବାବାଙ୍କ ଭୟଙ୍କର ଭବିଷ୍ୟବାଣୀ...

ଜାପାନୀ ବାବା ଭେଙ୍ଗା ତାଙ୍କର ଭବିଷ୍ୟବାଣୀ ପାଇଁ ବେଶ ଜଣାଶୁଣା। ତାଙ୍କ ପୁସ୍ତକ “ଦି ଫ୍ୟୁଚର ଆଇ ସ” ମାଧ୍ୟମରେ ସେ କିଛି ବର୍ଷ ପୂର୍ବେ ୨୦୨୫ ମସିହାରେ ଭୂକମ୍ପ ଓ ସୁନାମି ଆସିବାର ଭବିଷ୍ୟବାଣୀ କରିଥିଲେ ।

ca41d977-4276-471a-8afd-e1b4e1a3387e

Photograph: (Sambad.in)

ନୂଆଦିଲ୍ଲୀ: ଜାପାନୀ ବାବା ଭେଙ୍ଗା ତାଙ୍କର ଭବିଷ୍ୟବାଣୀ ପାଇଁ ବେଶ ଜଣାଶୁଣା। ତାଙ୍କ ପୁସ୍ତକ “ଦି ଫ୍ୟୁଚର ଆଇ ସ” ମାଧ୍ୟମରେ ସେ କିଛି ବର୍ଷ ପୂର୍ବେ ୨୦୨୫ ମସିହାରେ ଭୂକମ୍ପ ଓ ସୁନାମି ଆସିବାର ଭବିଷ୍ୟବାଣୀ କରିଥିଲେ । ଏବେ ସୋସିଆଲ ମିଡିଆରେ ଅନେକ ଲୋକ ପୁଣିଥରେ ମାଙ୍ଗାର ଭୟଙ୍କର ଚେତାବନୀ ପଢ଼ିବା ଆରମ୍ଭ କରିଛନ୍ତି...

ମାଙ୍ଗା ପୁସ୍ତକ ବିଷୟରେ କହିବାକୁ ଗଲେ, ''୨୦୨୫ ମସିହାରେ ଏକ ବଡ଼ ଦୁର୍ଘଟଣା ଘଟିପାରେ। ଯେତେବେଳେ ଜାପାନ ଏବଂ ଫିଲିପାଇନ୍ସ ମଧ୍ୟରେ ସମୁଦ୍ର କୂଳ ଭାଙ୍ଗିଯିବ ସେତେବେଳେ ବଡ଼ ବଡ଼ ଢେଉ ଉଠିବ। ଯାହାକି ୨୦୧୧ ମସିହାର ସୁନାମି ଅପେକ୍ଷା ବହୁତ ଅଧିକ ଭୟଙ୍କର ହେବ।'' ଯଦିଓ ମାଙ୍ଗା ପୁସ୍ତକର କୌଣସି ବୈଜ୍ଞାନିକ ଆଧାର ନାହିଁ, ଏହି ପୁସ୍ତକରେ କରାଯାଇଥିବା ଭବିଷ୍ୟବାଣୀ ଲୋକଙ୍କ ମଧ୍ୟରେ ବହୁତ ଆଗ୍ରହ ଏବଂ ଚିନ୍ତା ସୃଷ୍ଟି କରିଛି। 

ଜାପାନର ରହସ୍ୟମୟ ମାଙ୍ଗା କଳାକାର ତଥା ରିଓ ତାତସୁକିଙ୍କ ପ୍ରଶଂସକମାନେ ବିଶ୍ୱାସ କରନ୍ତି ଯେ, ସେ ରାଜକୁମାରୀ ଡାଏନା ଏବଂ ଫ୍ରେଡି ମର୍କ୍ୟୁରୀଙ୍କ ମୃତ୍ୟୁଠାରୁ ଆରମ୍ଭ କରି କୋଭିଡ୍-୧୯ ମହାମାରୀ ପର୍ଯ୍ୟନ୍ତ ଅନେକ ବିଶ୍ୱ ଘଟଣାଗୁଡ଼ିକର ସଠିକ୍ ଭବିଷ୍ୟବାଣୀ କରିଥିଲେ। ଏସବୁ ମଧ୍ୟରେ, ମାଙ୍ଗା ପୁସ୍ତକରେ ଥିବା ପୂର୍ବାନୁମାନ କାଳ୍ପନିକ ହୋଇପାରେ କିନ୍ତୁ ବୈଜ୍ଞାନିକମାନେ ବହୁଦିନ ଧରି ଏକ ମହାଭୂକମ୍ପର ଚେତାବନୀ ଦେଇ ଆସୁଛନ୍ତି। ପ୍ରତିବର୍ଷ, ବିଶ୍ୱ ସ୍ତରରେ ହେଉଥିବା ୨୦ ପ୍ରତିଶତ ଭୂକମ୍ପ ଜାପାନରେ ହୋଇଛି। 

ଏଠାରେ ପ୍ରଦାନ କରାଯାଇଥିବା ସୂଚନା କେବଳ ବିଶ୍ୱାସ ଏବଂ ସୂଚନା ଉପରେ ଆଧାରିତ। କୌଣସି ସୂଚନା କିମ୍ବା ବିଶ୍ୱାସକୁ କାର୍ଯ୍ୟକାରୀ କରିବା ପୂର୍ବରୁ, ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe