ହରିୟାଣାରେ ବିଜେପିକୁ ବିରୋଧ କରିବୁ: ଜାଟ୍‌ କୋଟା ନେତା

Advertisment
ହରିୟାଣାରେ ବିଜେପିକୁ ବିରୋଧ କରିବୁ: ଜାଟ୍‌ କୋଟା ନେତା

www.latestly.com

ଚଣ୍ଡିଗଡ଼ : ହରିୟାଣାରେ ଯାଟ୍‌ ସଂରକ୍ଷଣ ଆନ୍ଦୋଳନର ନେତୃତ୍ବ ନେଇଥିବା ଅଖିଳ ଭାରତୀୟ ଜାଟ୍‌ ସଂରକ୍ଷଣ ସଂଘର୍ଷ ସମିତି ସଭାପତି ଯଶପାଲ ମଲିକ ଆଜି ବିଜେପିକୁ ଖୋଲାଖୋଲି ବିରୋଧ କରିଛନ୍ତି। ମଲିକ କହିଛନ୍ତି ହରିୟାଣା ଲୋକସଭା ନିର୍ବାଚନରେ ‌ସେ ବିଜେପିକୁ ତୀବ୍ର ବିରୋଧ କରୁଛନ୍ତି। ହରିୟାଣାର ୧୦ ଲୋକସଭା ଆସନ ପାଇଁ କମିଟି ଗଠନ ହୋଇଛି। ୧୦ଟି ଯାକ ଲୋକସଭା ଆସନରେ ଜାଟ୍‌ ସମ୍ପ୍ରଦାୟ ପକ୍ଷରୁ ବିଜେପିକୁ ବି‌ରୋଧ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe