India's Border Security Force (BSF) soldiers patrol along the fenced border with Pakistan in Ranbir Singh Pura sector near Jammu February 26, 2019. REUTERS/Mukesh Gupta - RC1F4D99BF00
ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ପୁଂଚ୍ ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରେ ଆଜି ଜଣେ ଯବାନ ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ମୃତ ଯବାନ ହେଉଛନ୍ତି ହାବିଲଦାର ରାଜେନ୍ଦ୍ର କୁମାର । ଆତ୍ମହତ୍ୟା ସମୟରେ ସେ ଏଲ୍ଓସିର ଏକ ଆଗୁଆ ଘାଟିରେ ମୁତୟନ ଥିଲେ ଏବଂ ସକାଳ ୮ଟା ୨୫ରେ ସର୍ଭିସ୍ ବନ୍ଧକରୁ ନିଜକୁ ଗୁଳି ମାରିଥିଲେ। ଏହି ମାମଲାର ତଦନ୍ତ ଜାରି ରହିଛି।
Follow Us