ରାହୁଲଙ୍କୁ ଜେଟଲିଙ୍କ କଟାକ୍ଷ

Advertisment

ଉତ୍ତରାଧିକାରୀ ସୂତ୍ରରେ ଜ୍ଞାନ ମିଳେନି

ଉତ୍ତରାଧିକାରୀ ସୂତ୍ରରେ ଜ୍ଞାନ ମିଳେନି

କୋର୍ଟରେ ହାଜର ହେବେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସବୁବେଳେ ବିଜେପିକୁ ଟାର୍ଗେଟ କରୁଥିବାରୁ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲି ଆଜି ରାହୁଲଙ୍କୁ ଫେସବୁକ୍‌ ପୋଷ୍ଟ ଯୋଗେ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ଆଜି ଆଦର୍ଶହୀନ ହୋଇପଡ଼ିଛି। କାରଣ ଜ୍ଞାନ କୌଣସି ଉତ୍ତରାଧିକାରୀ ସୂତ୍ରରେ ମିଳେନାହିଁ। ଅର୍ଥନୀତି ସଂକ୍ରାନ୍ତରେ ରାହୁଲଙ୍କ ସାମାନ୍ୟ ଧାରଣା ନଥିବାରୁ ସେ ଅଜବ ବୟାନ ଦେଉଥିବା ଜେଟ୍‌ଲି କହିଛନ୍ତି। ରାହୁଲ ନିଜର ଅଜ୍ଞାନତା ଓ ମୋଦି ବିରୋଧୀ ନୀତିରେ ହିଁ ସୀମିତ ରହିଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe