ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ କୁହାଯାଇଥିବା ଅଭିଯୋଗ ଆଣିଲେ ଝାଡ଼ଖଣ୍ଡ ବିଧାୟକ

Advertisment
ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ କୁହାଯାଇଥିବା ଅଭିଯୋଗ ଆଣିଲେ ଝାଡ଼ଖଣ୍ଡ ବିଧାୟକ

newsd.in

ରାଞ୍ଚି : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କୁ ଭେଟିବା ପାଇଁ ତାଙ୍କୁ ମଧ୍ୟ କୁହାଯାଇଥିଲା ବୋଲି ଅଭିଯୋଗ ଆଣିଛନ୍ତି ଝାଡ଼ଖଣ୍ଡର କଂଗ୍ରେସ ବିଧାୟକ କୁମାର ଜୟମଙ୍ଗଳ ସିଂହ। ବରମୋର ବିଧାୟକ କୁମାର ଅଭିଯୋଗ କରିଛନ୍ତି ଯେ ପଶ୍ଚିମବଙ୍ଗରେ ଗିରଫ ହୋଇଥିବା ତାଙ୍କ ଦଳର ବିଧାୟକମାନେ ତାଙ୍କୁ ବିଶ୍ବଶର୍ମାଙ୍କୁ ଭେଟିବା ପାଇଁ କହିଥିଲେ। ‌କଂଗ୍ରେସ-ଜେଏମ୍‌ଏମ୍‌ ସରକାର ଭାଙ୍ଗିବା ପରେ ତାଙ୍କୁ ମନ୍ତ୍ରୀ କରାଯିବା ସହିତ କୋଟି କୋଟି ଟଙ୍କା ଦିଆଯିବର ପ୍ରତିଶ୍ରୁତି ଦିଆଯାଇଥାନ୍ତା। ଏ ସଂପର୍କରେ ଏକ ଅଭିଯୋଗ ସେ ଆରଗୋରା ଥାନାରେ କରିଛନ୍ତି। କିନ୍ତୁ ବିଶ୍ବଶର୍ମା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe