ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଭୁଲ୍‌ରେ ୧ ଲକ୍ଷ ଟଙ୍କା ପାଇଥିବା ଝାଡ଼ଖଣ୍ଡ ବ୍ୟକ୍ତି ଗିରଫ

Advertisment
ମହିଳା ଫରେଷ୍ଟରଙ୍କୁ ମାଡ଼ ମାରି ଜଣେ ଗିରଫ   

Times of India

ସିଂହଭୂମ : ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ଜଣେ ବ୍ୟକ୍ତି, ତାଙ୍କ ଆଧାର ନମ୍ବର ସହ ଭୁଲ୍‌ରେ ଲିଙ୍କ ହୋଇଥିବା ଜଣେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଦୁଇବର୍ଷ ତଳେ ୧ ଲକ୍ଷ ଟଙ୍କା ଉଠାଇନେବା ଏବଂ ଦୀର୍ଘଦିନ ଧରି ଟଙ୍କା ନ ଫେରାଇବା ଅଭିଯୋଗରେ ମାର୍ଚ୍ଚ ୨୪ ତାରିଖରେ ଗିରଫ ହୋଇଛନ୍ତି। ପୁଲିସର କହିବା ଅନୁସାରେ ୪୨ ବର୍ଷୀୟ ବିଡ଼ି ଶ୍ରମିକ ଜିତରାଇ ସାମନ୍ତ ଟଙ୍କା ଫେରାଇଲେ ନାହିଁ କିମ୍ବା ବାରମ୍ବାର ଡାକରା ସତ୍ତ୍ବେ ପୁଲିସ ଆଗରେ ହାଜରେ ହେଲେ ନାହିଁ। ସେଥିପାଇଁ ତାଙ୍କୁ ଗିରଫ କରାଯାଇଛି। ପୁଲିସର କହିବା ଅନୁସାରେ ସାମନ୍ତ ଟଙ୍କା ଉଠାଇବା ବେଳେ ଆକାଉଣ୍ଟଧାରୀଙ୍କ ନାମ ଦେଖିଛନ୍ତି। ତେଣୁ ଏ ଟଙ୍କା ତାଙ୍କର ନୁହେଁ ବୋଲି ଜାଣି ମଧ୍ୟ ସେ ଟଙ୍କା ଉଠାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe