ସାଂସଦ ମହୁଆ ମାଂଝୀ ଗୁରୁତର: ମହାକୁମ୍ଭରେ ବୁଡ଼ ପକାଇ ଫେରିବା ବେଳେ ଦୁର୍ଘଟଣା

mahua majhi

Photograph: (SAMBAD.IN)

ରାଞ୍ଚି: ଝାଡଖଣ୍ଡ ସାଂସଦଙ୍କ ଗାଡି ଦୁର୍ଘଟଣା । ଜେଏମଏମର ରାଜ୍ୟସଭା ସାଂସଦ ମହୁଆ ମାଂଝୀଙ୍କ କାର ଦୁର୍ଘଟଣାଗ୍ରସ୍ତ । ମହାକୁମ୍ଭରୁ ବୁଡ଼ ପକାଇ ଫେରିବା ବେଳେ ଦୁର୍ଘଟଣା । ରାଞ୍ଚିରେ ଚାଲିଛି ତାଙ୍କର ଚିକିତ୍ସା । 

ତେବେ ମହୁଆ ପ୍ରୟାଗରାଜରୁ ଫେରିବା ବେଳେଏନଏଚ-୩୯ ଝାଡଖଣ୍ଡ ଲାଟେହାରର ହୋଚବାଗ୍ ଗାଁ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଯେଉଁଥିରେ ତାଙ୍କ ଗାଡିର ଆଗ ଅଂଶ ବଡ କ୍ଷତିଗ୍ରସ୍ତ ହେବା ସହ ମହୁଆ ଗୁରୁତର ଅଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe