ଜୋ ବାଇଡେନ୍‌ କହିଲେ ‘ଇନ୍‌ସାଲ୍ଲା’

Advertisment
ଜୋ ବାଇଡେନ୍‌ କହିଲେ ‘ଇନ୍‌ସାଲ୍ଲା’

Image Courtesy of Hindustan Times

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଏବଂ ତାଙ୍କ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ ମଧ୍ୟରେ ଗତକାଲି ହୋଇଥିବା ବିତର୍କରେ ଟିକସ ପୈଠକୁ ନେଇ ବାଇଡେନ୍‌ ଟ୍ରମ୍ପ୍‌ଙ୍କୁ ଟାର୍ଗେଟ୍‌ କରିଥିଲେ। ଟ୍ରମ୍ପ୍‌ ଟିକସ ଫାଙ୍କିଛନ୍ତି ବୋଲି ବାଇଡେନ୍‌ କହିଥିଲେ। କିନ୍ତୁ ଟ୍ରମ୍ପ୍‌ ତାଙ୍କର ଟିକସ ରିଟର୍ନ ଦେଖାଇ ପାରିବେ ବୋଲି ବାରମ୍ବାର କହିଥିଲେ। ଏହି ସମୟରେ ବାଇଡେନ୍‌ କହିଥିଲେ, କେତେବେଳେ ଆଉ ଦେଖାଇ ପାରିବ? ଇନ୍‌ସାଲ୍ଲା। ତେବେ ବାଇଡେନ୍‌ଙ୍କ ‘ଇନ୍‌ସାଲ୍ଲା’ ମନ୍ତବ୍ୟକୁ ନେଇ ଟ୍ରମ୍ପଙ୍କ ଚିନ୍ତା ବଢ଼ିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe