Image Source : Hindustan Times
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ପାଇଁ ଦଳୀୟ ନେତାଙ୍କ ଘୃଣା ସୂଚକ ବୟାନକୁ ଦାୟୀ କରାଯିବା ପରେ ଏବେ ବିଜେପି ଏ ନେଇ ସତର୍କ ହୋଇଯାଇଛି। ଆଗକୁ ବିହାର ବିଧାନସଭା ନିର୍ବାଚନ ଥିବାରୁ ନେତାମାନେ କୌଣସି ବବାଦୀୟ ବୟାନ ନଦେବା ପାଇଁ ବିଜେପି ଜାତୀୟ ସଭାପତି ଜେ ପି ନଡ୍ଡା ସତର୍କ କରାଇ ଦେଇଛନ୍ତି। ଲଗାତାର ବିବାଦୀୟ ବୟାନ ଦେଉଥିବା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ମଧ୍ୟ ଗତକାଲି ନଡ୍ଡା ସମନ କରି ବିବାଦୀୟ ବୟାନରୁ ଦୂରେଇ ରହିବାକୁ ଚେତାଇ ଦେଇଛନ୍ତି।
Follow Us