ଜୁନା ଆଖଡ଼ାର ମହାମଣ୍ଡଳେଶ୍ବର ମୋଦୀଙ୍କ ପାଖକୁ ରକ୍ତରେ ଲେଖିଲେ ଚିଠି

Advertisment

: ମହାକୁମ୍ଭରେ ବାଂଲାଦେଶ ଓ ପାକିସ୍ତାନର ହିନ୍ଦୁମାନଙ୍କୁ ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ରକ୍ତରେ ଲେଖାଥିବା ଏକ ଚିଠି ଆସିଛି। ଏହି ଚିଠି ଜୁନା ଆଖଡ଼ାର ମହାମଣ୍ଡଳେଶ୍ବର ୟତି ନରସିଂହାନନ୍ଦ ଲେଖିଛନ୍ତି।

: ମହାକୁମ୍ଭରେ ବାଂଲାଦେଶ ଓ ପାକିସ୍ତାନର ହିନ୍ଦୁମାନଙ୍କୁ ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ରକ୍ତରେ ଲେଖାଥିବା ଏକ ଚିଠି ଆସିଛି। ଏହି ଚିଠି ଜୁନା ଆଖଡ଼ାର ମହାମଣ୍ଡଳେଶ୍ବର ୟତି ନରସିଂହାନନ୍ଦ ଲେଖିଛନ୍ତି।

rt

ନୂଆଦିଲ୍ଲୀ: ମହାକୁମ୍ଭରେ ବାଂଲାଦେଶ ଓ ପାକିସ୍ତାନର ହିନ୍ଦୁମାନଙ୍କୁ ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ରକ୍ତରେ ଲେଖାଥିବା ଏକ ଚିଠି ଆସିଛି। ଏହି ଚିଠି ଜୁନା ଆଖଡ଼ାର ମହାମଣ୍ଡଳେଶ୍ବର ୟତି ନରସିଂହାନନ୍ଦ ଲେଖିଛନ୍ତି। ରକ୍ତରେ ଲେଖାଥିବା ଏହି ଚିଠିରେ ନରସିଂହାନନ୍ଦ ଅନ୍ୟ ସନାତନ ଧର୍ମଗୁରୁଙ୍କ ଦସ୍ତଖତ ନେଇଛନ୍ତି। 

ଅଧିକପଢ଼ନ୍ତୁ:‘ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ସଫଳତାର ସହିତ ଆୟୋଜନ ହୋଇଛି‘

ଶ୍ରୀ ଦୁଧେଶ୍ବରନାଥ ମଠ ଶିବିରରେ ଗଣମାଧ୍ୟମ ସହ ଆଲୋଚନା କରି ନରସିଂହାନନ୍ଦ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି  ସମଗ୍ର ଦୁନିଆରେ ଥିବା ହିନ୍ଦୁମାନଙ୍କ ସୁରକ୍ଷା ପାଇଁ ଅନୁରୋଧ କରିଛି। 

ୟତି ନରସିଂହାନନ୍ଦଙ୍କ ବାସ୍ତବ ନାମ ଦୀପକ ତ୍ୟାଗୀ। ତ୍ୟାଗୀ ଜଣେ ଇଞ୍ଜିନିୟର ଥିଲେ। ସେ ରୁଷରେ ଇଞ୍ଜିନିୟରିଂ ପାଠପଢ଼ି ବ୍ରିଟେନ ସମତେ ଅନେକ ଦେଶ ବୁଲି କାମ ବି କରିଛନ୍ତି। ଏହାପରେ ସେ ଭାରତ ଫେରି ଆସିଥିଲେ। 

ଅଧିକପଢ଼ନ୍ତୁ:କ୍ରିକେଟର ଭଗବାନଙ୍କୁ ବିସିସିଆଇ ଦେବ ଏହି ବଡ଼ ସମ୍ମାନ

ଦେଶକୁ ଫେରି ଆସିବା ପରେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ସହିତ ଜଡ଼ିତ ହୋଇ ହିନ୍ଦୁ ସ୍ବାଭିମାନ ନାମକ ଏକ ସଂସ୍ଥା ଚଲାଇଥିଲେ। ହିନ୍ଦୁ ଯୁବକମାନେ ଓ ପିଲାମାନେ କିପରି ଆତ୍ମନିର୍ଭରଶୀଳ ହୁଅନ୍ତୁ ସେଥିପାଇଁ ସେ ଧର୍ମ ସେନାର ବି ଗଠନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe