ଦିଲ୍ଲୀରେ ଜୁନିଅର ଟ୍ରମ୍ପ

Advertisment
ଦିଲ୍ଲୀରେ ଜୁନିଅର ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ପୁଅ ଡୋନାଲ୍ଟ ଜନ୍‌ ଟ୍ରମ୍ପ ଜୁନିଅର(୪୧) ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ମୁଖ୍ୟତଃ ବ୍ୟାବସାୟିକ ଆଭିମୁଖ୍ୟ ନେଇ ଭାରତ ଆସିଥିବା ଯୁବ ବ୍ୟବସାୟୀ ଟ୍ରମ୍ପ ଶୁକ୍ରବାର ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ସମ୍ପର୍କିତ ବୈଦେଶିକ ନୀତି ଉପରେ ମଧ୍ୟ ଆଲୋଚନା କରିବେ। ସେହିପରି ମୁମ୍ବାଇ, ଦିଲ୍ଲୀ ଓ କୋଲକାତାରେ ଟ୍ରମ୍ପ ଟାଓ୍ଵାର ନିର୍ମାଣ ସଂକ୍ରାନ୍ତ ତାଙ୍କର ପାରିବାରିକ ବ୍ୟବସାୟ କ୍ଷେତ୍ରରେ ପୁଞ୍ଜିନିବେଶକାରୀଙ୍କ ସହ ଆଲୋଚନା କରିବାର ଯୋଜନା ମଧ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe