Advertisment

୧୬୧ ଦିନ ପରେ କୋଲକାତା 'ନିର୍ଭୟା'ଙ୍କୁ ନ୍ୟାୟ: ସଞ୍ଜୟ ରାୟ ଆର.ଜି କର ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ

Advertisment

୧୬୧ ଦିନ ପରେ କୋଲକାତାର'ନିର୍ଭୟା'ଙ୍କୁ ନ୍ୟାୟ ମିଳିଛି। ସଞ୍ଜୟ ରାୟ ଆର.ଜି କର ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସିଆଲଦା କୋର୍ଟ ସଞ୍ଜୟ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ଏନେଇ ୨୦ ଜାନୁଆରି ୨୦୨୫ ସୋମବାର ଦିନ ଦଣ୍ଡ ବିଧାନ କରିବେ...

Kolkata Court

Justice for Kolkata 'Nirbhaya' after 161 days

କୋଲକାତା: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡ୍ୟୁଟିରେ ଥିବା ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିଆଲଦା କୋର୍ଟ ସଞ୍ଜୟ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

କୋର୍ଟ ଏନେଇ ୨୦ ଜାନୁଆରି ୨୦୨୫ ସୋମବାର ଦିନ ଦଣ୍ଡ ବିଧାନ କରିବେ। ୯ ଅଗଷ୍ଟ ୨୦୨୪ରେ ସକାଳେ ଉତ୍ତର କୋଲକାତାର ସରକାରୀ ମେଡିକାଲ କଲେଜ ଆର.ଜି କରରେ ଜଣେ ପ୍ରଶିକ୍ଷକ ମହିଳା ଡାକ୍ତରଙ୍କ ମୃତଦେହ ମିଳିଥିଲା।

ଅଧିକ ପଢ଼ନ୍ତୁ: ରାସନ କାର୍ଡ ନେଇଥିବା ଆୟକରଦାତାଙ୍କୁ ବାଦ୍ ଦିଆଯିବ: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe