ଜଷ୍ଟିସ୍‌ ପ୍ରଦୀପ କୁମାର ମହାନ୍ତି କାର୍ଯ୍ୟକାରୀ ଲୋକପାଳ ଅଧ୍ୟକ୍ଷ

Advertisment
ଜଷ୍ଟିସ୍‌ ପ୍ରଦୀପ କୁମାର ମହାନ୍ତି କାର୍ଯ୍ୟକାରୀ ଲୋକପାଳ ଅଧ୍ୟକ୍ଷ

ନୂଆଦିଲ୍ଲୀ : ଜଷ୍ଟିସ୍‌ ପ୍ରଦୀପ କୁମାର ମହାନ୍ତିଙ୍କୁ କାର୍ଯ୍ୟକାରୀ ଲୋକପାଳ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ରାଷ୍ଟ୍ରପତିଙ୍କ ଦ୍ବାରା ଏହି ନିଯୁକ୍ତି ଦିଆଯାଇଛି। ଜଷ୍ଟିସ ଶ୍ରୀ ମହାନ୍ତି ଏବେ ଲୋକପାଳ ଜୁଡିସିଆଲ୍‌ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନର ଲୋକପାଳ ଅଧ୍ୟକ୍ଷ ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷଙ୍କ କାର୍ଯ୍ୟକାଳ ମେ ୨୮ରେ ଶେ‌ଷ ହେଉଛି। ଜଷ୍ଟିସ ଶ୍ରୀ ମହାନ୍ତି ନୂତନ ଲୋକପାଳ ନିଯୁକ୍ତି ପର୍ଯ୍ୟନ୍ତ ଲୋକପାଳ ଦାୟିତ୍ବ ତୁଲାଇବେ। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe