ବେଗୁସରାଇରୁ ପ୍ରାର୍ଥୀପତ୍ର ଦାଖଲ କଲେ କହ୍ନେୟା କୁମାର

ବିହାର : ନାଗରିକତା ଆଇନ ବିରୋଧୀ ର‍୍ୟାଲି ବେଳେ କହ୍ନୈୟା କୁମାରଙ୍କ ଉପରେ ପଥରମାଡ଼, ପ୍ରାଣ ବିକଳରେ ପଳାଇଗଲେ

The Financial Express

ପାଟନା : ପୂର୍ବତନ ଜେଏନ୍‌ୟୁ ଛାତ୍ରନେତା କହ୍ନେୟା କୁମା‌ର ଆଜି ବିହାରର ବେଗୁସରାଇ ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏଥିରେ ବହୁ ସଂଖ୍ୟାରେ ଯୁବକ ସାମିଲ ହୋଇଥିଲେ ଏବଂ ପ୍ରାୟ ୨ କିମି ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ। ଏହି ଆସନରେ ବିଜେପି ନେତା ଗିରିରାଜ ସିଂହଙ୍କ ସହିତ କହ୍ନେୟାଙ୍କର ମୁକାବିଲା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe