ଏବେ ବିଜେପିରେ ଯୋଗ ଦେବେ କେଜ୍ରିୱାଲ : କେଆରକେ

ଦିଲ୍ଲୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯାଇଛି। ଏହା ସହିତ ବିଜେପି, ଦିଲ୍ଲୀରେ ବିଜୟୀ ହୋଇଛି। ସେହିପରି, ଆପ ସଂଯୋଜକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀ ବିଧାନସଭା ଆସନରେ ଏକ ବଡ଼ ପରାଜୟ ବରଣ କରିଛନ୍ତି।

tkkkkk

ନୂଆଦିଲ୍ଲୀ: ଦିଲ୍ଲୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯାଇଛି। ଏହା ସହିତ ବିଜେପି, ଦିଲ୍ଲୀରେ ବିଜୟୀ ହୋଇଛି। ସେହିପରି, ଆପ ସଂଯୋଜକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀ ବିଧାନସଭା ଆସନରେ ଏକ ବଡ଼ ପରାଜୟ ବରଣ କରିଛନ୍ତି। ତ‌ାଙ୍କ ପରାଜୟ ଖବର ପାଇ ଚଳଚ୍ଚିତ୍ର ସମୀକ୍ଷକ ତଥା ଅଭିନେତା କମଲ ଆର ଖାନ(କେଆରକେ) ଏକ ବଡ଼ ଦାବି କରିଛନ୍ତି। 

କେଆରକେ ତାଙ୍କର ଅଧିକାରୀକ ଏକ୍ସ ଆକାଉଣ୍ଟରେ ଅରବିନ୍ଦ କେଜ୍ରିୱାଲଙ୍କ ପରାଜୟ ଉପରେ କଟାକ୍ଷ କରିଛନ୍ତି। କେଆରକେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ଅରବିନ୍ଦ କେଜ୍ରିୱାଲ ନିଜେ ଦିଲ୍ଲୀରୁ ହାରିଗଲେ! ଏବଂ କଂଗ୍ରେସ ଏବେ ପଞ୍ଜାବରେ ଆଗାମୀ ନିର୍ବାଚନରେ ​​ଆମ ଆଦମୀ ପାର୍ଟିକୁ ପରାସ୍ତ କରିବ। ତା’ପରେ ଅରବିନ୍ଦ କେଜରିୱାଲ ବିଜେପିରେ ଯୋଗଦେବେ। କାରଣ କେଜ୍ରିୱାଲ ମଧ୍ୟ ମୋଦୀଜୀଙ୍କ ପରି ଚତୁର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe