ଚେନ୍ନାଇ: ଅଭିନେତାରୁ ରାଜନେତା ସାଜିଥିବା କମଲ୍ ହାସନ୍ଙ୍କ ରାଜନୈତିକ ଦଳ ‘ମକ୍କଲ୍ ନିଧି ମାୟମ’ (ଏମ୍ଏନ୍ଏମ୍) ୨୦୧୯ ଲୋକସଭା ନିର୍ବାଚନ ଲଢ଼ିବ ବୋଲି ଆଜି କମଲ୍ ଘୋଷଣା କରିଛନ୍ତି। କମଲ୍ଙ୍କ ରାଜନୈତିକ ଦଳ ମଧ୍ୟ ଲୋକସଭା ନିର୍ବାଚନ ପାଇଁ ଅନ୍ୟ କୌଣସି ରାଜନୈତିକ ଦଳ ସହ ମେଣ୍ଟ କରିବ ବୋଲି ନିଷ୍ପତ୍ତି ନିଆଯାଇଛି।
୨୦୧୯ ଲୋକସଭା ନିର୍ବାଚନ ଲଢ଼ିବେ କମଲ୍ ହାସନ
Advertisment
Follow Us