ନୂଆଦିଲ୍ଲୀ: କାଞ୍ଚି କାମକୋଟି ପୀଠର ଶଙ୍କରାଚାର୍ଯ୍ୟ ଗୁରୁ ଜୟନ୍ଦ୍ର ସରସ୍ୱତୀଙ୍କର ଆଜି ସକାଳେ ମହାପ୍ରୟାଣ ଘଟିଛି। ୬୯ତମ ଶଙ୍କରାଚାର୍ଯ୍ୟ ଭାବେ ପରିଚିତ ଗୁରୁ ଜୟନ୍ଦ୍ର ସରସ୍ୱତୀ ଗତ ଜାନୁଆରି ମାସରେ ଅସୁସ୍ଥ ହୋଇ ଡାକ୍ତରଖାନରାରେ ଭର୍ତ୍ତି ହୋଇଥିଲେ। ସେ ନିିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
କାଞ୍ଚି କାମକୋଟି ପୀଠର ଶଙ୍କରାଚାର୍ଯ୍ୟଙ୍କ ମହାପ୍ରୟାଣ
Advertisment
Follow Us