ଅନେକ ବିବାଦର ସାମ୍ନା କରିବା ପ‌ରେ କଙ୍ଗନା କଲେ ଏଭଳି ଘୋଷଣା

Advertisment

କଙ୍ଗନା ସିନେମାର ରିଲିଜ ତାରିଖକୁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ସେୟାର କରି କହିଛନ୍ତି, ‘ସିନେମାର ରିଲିଜ ତାରିଖ ଆସିଯାଇଛି। ୨୦୨୫ ଜାନୁଆରି ୧୭‌ରେ ସିନେମୋରେ ‘ଏମାରଜେନ୍ସି’ର ପରଦା ଉଠିବ।’

Updated On

କଙ୍ଗନା ସିନେମାର ରିଲିଜ ତାରିଖକୁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ସେୟାର କରି କହିଛନ୍ତି, ‘ସିନେମାର ରିଲିଜ ତାରିଖ ଆସିଯାଇଛି। ୨୦୨୫ ଜାନୁଆରି ୧୭‌ରେ ସିନେମୋରେ ‘ଏମାରଜେନ୍ସି’ର ପରଦା ଉଠିବ।’

ଅଦ୍ୟତନ ହୋଇଛି
wqe

ମୁମ୍ବାଇ: ଅଭିନେତ୍ରୀ ତଥା ସାଂସଦ ଥିବା କଙ୍ଗନା ରଣାୱତଙ୍କ ନିର୍ଦ୍ଦେଶିତ ଓ ପ୍ରଯୋଜିତ ସିନେମା ‘ଏମାରଜେନ୍ସି’ର ଟ୍ରେଲର ନିକଟରେ ରିଲିଜ ହୋଇଥିଲା। ଏହାପରେ ସିନେମା ରିଲିଜ ତାରିଖକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଥିବା ‌ବେଳେ କଙ୍ଗନା  ଏହି ଅପେକ୍ଷାର ଅନ୍ତ କରିଛନ୍ତି।
ନିକଟରେ ସେନସର ବୋର୍ଡ ‘ଏମାରଜେନ୍ସି’ର ରିଲିଜ ତାରିଖ ଆଗାମୀ ବର୍ଷ ଜାନୁଆରି ୧୭ ତାରିଖକୁ ସ୍ଥିର କରିଥିବା କଙ୍ଗନା ନିଜେ ସୂଚନା ଦେଇ କହିଛନ୍ତି। 

କଙ୍ଗନା ସିନେମାର ରିଲିଜ ତାରିଖକୁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ସେୟାର କରି କହିଛନ୍ତି, ‘ସିନେମାର ରିଲିଜ ତାରିଖ ଆସିଯାଇଛି। ୨୦୨୫ ଜାନୁଆରି ୧୭‌ରେ ସିନେମୋରେ ‘ଏମାରଜେନ୍ସି’ର ପରଦା ଉଠିବ।’

ନିକଟ‌ରେ ‘ଏମାରଜେନ୍ସି’ର ଟ୍ରେଲର ରିଲିଜ ପରେ କଙ୍ଗନା କହିଥିଲେ, ‘ଆଜିର ଦିନ ମୋ ପାଇଁ ଭାବବିହ୍ବୋଳର ଦିନ। ଚାହିଁକି ବି ମୋ କୋହକୁ ମୁଁ ଚାପି ଧରି ପାରୁ ନାହିଁ। ମୁଁ ‘ଏମାରଜେନ୍ସି’ ସିନେମା ତିଆରି କରିବା ପାଇଁ ଖୁବ ପରିଶ୍ରମ କରିବା ସହିତ ଅନେକ ସମସ୍ୟା ଓ ବିବାଦର ସାମ୍ନା ବି କରିଛି। ମୁଁ ଦାବିର ସହ କହିବି ‘ଏମାରଜେନ୍ସି’ ସିନେମା ଦର୍ଶକଙ୍କୁ ନିଶ୍ଚିୟ ପସନ୍ଦ ଆସିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe