କ୍ଷମା ମାଗିଲେ କପିଲ ଶର୍ମା

Advertisment
କ୍ଷମା ମାଗିଲେ କପିଲ ଶର୍ମା

India TV

ମୁମ୍ବାଇ: ହାସ୍ୟ ଅଭିନେତା କପିଲ ଶର୍ମା ନିଜ ଅଭିନୟ ପାଇଁ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି। ଗତ ମାର୍ଚ୍ଚ ୨୮ରେ କପିଲ ଶର୍ମା ନିଜର ଏକ ହାସ୍ୟ ଅଭିନୟ ଜରିଆରେ କାୟସ୍ଥ ସମ୍ପ୍ରଦାୟର ଦେବତା ଚିତ୍ରଗୁପ୍ତଙ୍କୁ ବ୍ୟଙ୍ଗ କରିଥିଲେ।

ଏହି ଘଟଣା ପରେ କାୟସ୍ଥ ସମ୍ପ୍ରଦାୟ ପକ୍ଷରୁ କପିଲ ଶର୍ମାଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରାଯାଇଥିବା ସହ ତାଙ୍କ କାର୍ଯ୍ୟକ୍ରମକୁ ମଧ୍ୟ ବର୍ଜନ କରାଯାଇଛି। ଏହି ଘଟଣା ପରେ କପିଲ ଶର୍ମା ଟ୍ବିଟ୍‌ କରି କାୟସ୍ଥ ସମ୍ପ୍ରଦାୟ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। କାୟସ୍ଥ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ତାଙ୍କର ଉଦ୍ଦେଶ୍ୟ ନଥିଲା ବୋଲି ‌େସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe