କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବଙ୍କ ଆତ୍ମହତ୍ୟା ଉଦ୍ୟମ

Advertisment
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବଙ୍କ ଆତ୍ମହତ୍ୟା ଉଦ୍ୟମ

Oneindia

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କ ରାଜ‌‌ନୈତିକ ସଚିବ ଏବଂ ସମ୍ପର୍କୀୟ ଏନ୍‌ ଆର ସନ୍ତୋଷ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗତ ରାତିରେ ସନ୍ତୋଷ ନିଦ ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ଡଲାର୍ସ କଲୋନି ସ୍ଥିତ ସନ୍ତୋଷଙ୍କ ବାସଭବନରେ ତାଙ୍କୁ ଅଚେତ ଅବସ୍ଥାରେ ଦେଖିବାପରେ ପରିବାର ସଦସ୍ୟମାନେ ତୁରନ୍ତ ହସ୍ପିଟାଲ୍‌ ନେଇଯାଇଥିଲେ। ସଠିକ୍‌ ସମୟରେ ତାଙ୍କର ଚିକିତ୍ସା କରାଯାଇଥିବାରୁ ସେ ବର୍ତ୍ତି ଯାଇଛନ୍ତି। କିନ୍ତୁ କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe