କର୍ଣ୍ଣାଟକ : ୧୪ ବିଧାୟକଙ୍କୁ ମୁମ୍ବାଇରୁ ଗୋଆ ପଠାଇଲା କଂଗ୍ରେସ

କର୍ଣ୍ଣାଟକ : ୧୪ ବିଧାୟକଙ୍କୁ ମୁମ୍ବାଇରୁ ଗୋଆ ପଠାଇଲା କଂଗ୍ରେସ

ବାଙ୍ଗାଲୋର : କର୍ଣ୍ଣାଟକରେ ରାଜନୈତିକ ସଂକଟ ଦିନକୁ ଦିନ ଅଧିକ ଗଭୀର ହେଉଛି । କଂଗ୍ରେସରେ ଅସନ୍ତ୍‌ୁଷ୍ଟଙ୍କ ସଂଖ୍ୟା ବଢିଚାଲିଛି । କଂଗ୍ରେସ ବିଧାୟକ ରୋସନ ବୈଗ ମଧ୍ୟ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବାକୁ ଧମକ ଦେଇଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ-ଜେଡିଏସ ପକ୍ଷରୁ ୧୪ ଜଣ ବିଧାୟକଙ୍କୁ ମୁମ୍ବାଇରୁ ଗୋଆକୁ ପଠାଇଦିଆଯାଇଛି । ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ସ୍ୱାଧୀନ ବିଧାୟକ ଏଚ.ନାଗେସ ଓ ଆର.ଶଙ୍କର ମଧ୍ୟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe