The News Minute
ବେଲଗଭି : କର୍ଣ୍ଣାଟକ ମନ୍ତ୍ରୀ ଏବଂ ବିଜେପି ନେତା କେ ଏସ୍ ଈଶ୍ବରପ୍ପା କହିଛନ୍ତି, ଦଳର ଟିକେଟ୍ କେବଳ ଯେକୌଣସି ସମ୍ପ୍ରଦାୟର ହିନ୍ଦୁ ପ୍ରାର୍ଥୀଙ୍କୁ ହିଁ ମିଳିବ। ହିନ୍ଦୁ ମାନଙ୍କ ମଧ୍ୟରୁ ଯେକୌଣସି ସମ୍ପ୍ରଦାୟର ପ୍ରାର୍ଥୀ ଅର୍ଥାତ୍ ଲିଙ୍ଗାୟତ ହୁଅନ୍ତୁ କିମ୍ବା କୁରୁବ କିମ୍ବା ବ୍ରାହ୍ମଣ-ସେମାନଙ୍କ ଭିତରରୁ ହିଁ ଜଣେ ବ୍ୟକ୍ତି ଟିକେଟ ପାଇବେ। ମୁସଲମାନ୍ ମାନଙ୍କୁ ଟିକେଟ୍ ମିଳିବନି ବୋଲି କେଏସ୍ ଇଶ୍ବରପ୍ପା ଗଣମାଧ୍ୟମରେ ବିବୃତି ରଖି କହିଛନ୍ତି। କେଏସ୍ ଈଶ୍ବରପ୍ପା ହେଉଛନ୍ତି କର୍ଣ୍ଣାଟକ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତ ରାଜ ମନ୍ତ୍ରୀ।
Follow Us