କଶ୍ମୀରକୁ ନଷ୍ଟ କରିଦେବାପରେ ବିଜେପି ଓହରି ଆସିଲା: କେଜ୍ରିଓ୍ଵାଲ୍‌

Advertisment
କଶ୍ମୀରକୁ ନଷ୍ଟ କରିଦେବାପରେ ବିଜେପି ଓହରି ଆସିଲା: କେଜ୍ରିଓ୍ଵାଲ୍‌

ନୂଆଦିଲ୍ଲୀ : ବିଜେପି ଜମ୍ମୁ କଶ୍ମୀର ମେଣ୍ଟ ସରକାରରୁ ଓହରି ଆସିବା ନିଷ୍ପତ୍ତିକୁ ଆଜି କଡ଼ା ସମାଲୋଚନା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌। ବିଜେପି କଶ୍ମୀରକୁ ନଷ୍ଟ କରିଦେବା ପରେ ଏବେ କ୍ଷମତାରୁ ଓହରି ଆସିଛି ବୋଲି କେଜ୍ରିଓ୍ଵାଲ୍‌ ଟ୍ଵିଟ୍‌ କରି କହିଛନ୍ତି। କେଜ୍ରିଓ୍ଵାଲ୍‌ ଆଜି ବିମୁଦ୍ରାକରଣ ପ୍ରସଙ୍ଗ ଉଠାଇ କହିଥିଲେ ଯେ ବିମୁଦ୍ରାକରଣ କଶ୍ମୀରରେ ଆତଙ୍କବାଦୀଙ୍କ ମୂଳଦୁଆ ଭାଙ୍ଗି ଦେଇଛି ବୋଲି ପ୍ରଚାର କରିଥିଲା। କିନ୍ତୁ ଏବେ କଶ୍ମୀରରେ କ’ଣ ଚାଲିଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe