ଛାତ୍ରମାନଙ୍କ ଗାଡ଼ି ପଛରେ ବସି ନ ଯିବାକୁ ଛାତ୍ରୀମାନଙ୍କୁ କେରଳ କଲେଜର ଉପଦେଶ

Advertisment
ଛାତ୍ରମାନଙ୍କ ଗାଡ଼ି ପଛରେ ବସି ନ ଯିବାକୁ ଛାତ୍ରୀମାନଙ୍କୁ କେରଳ କଲେଜର ଉପଦେଶ

Image Courtesy of The News Minute

ନୂଆଦିଲ୍ଲୀ: ଛାତ୍ରମାନଙ୍କ ମୋଟର୍‌ସାଇକେଲ୍‌ ପଛରେ ବସି ଯାତ୍ରା ନ କରିବାକୁ ଛାତ୍ରୀମାନଙ୍କୁ ଉପଦେଶ ଦେଇ ଏକ ସର୍କ୍ୟୁଲାର୍‌ ଜାରି କରିଛି। ଏହାର ରାଜ୍ୟ ପୁଲିସର ନିର୍ଦେଶ ବୋଲି ଉଲ୍ଲେଖ କରିଛନ୍ତି କେରଳସ୍ଥିତ ମାଉଣ୍ଟ୍‌ ଜିଓନ୍‌ ଲ’ କଲେଜର ଅଧ୍ୟକ୍ଷ। ପୁନଶ୍ଚ ଅଧ୍ୟକ୍ଷ ମହୋଦୟ କହିଛନ୍ତି ଯେ ଯଦି ଛାତ୍ରୀମାନେ ଛାତ୍ରଙ୍କ ଗାଡ଼ି ପଛରେ ବସିବାକୁ ମନ କରୁଛନ୍ତି ସେମାନଙ୍କୁ ଏଥିପାଇଁ ପିତାମାତାଙ୍କ ଠାରୁ ଲିଖିତ ଅନୁମତି ଆଣିବାକୁ ପଡ଼ିବ। ଜାନୁଆରି ୧୧ ତାରିଖ ଦିନ ଜାରି ହୋଇଥିବା ସର୍କ୍ୟୁଲାର୍‌ରେ ଆହୁରି କୁହାଯାଇଛି ଯେ ଛାତ୍ରୀମାନେ ସେମାନଙ୍କ ପିତାମାତାଙ୍କ ନମ୍ବର କଲେଜ ଅଧିକାରୀଙ୍କ ସହ ସେୟାର୍‌ କରନ୍ତୁ। ଆବଶ୍ୟକ ହେଲେ କଲେଜ ଅଧିକାରୀମାନେ ସମ୍ପୃକ୍ତ ପିତାମାତାଙ୍କ ସହ କଥାବାର୍ତ୍ତା କରି ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe