ଆମ୍ବୁଲାନ୍ସର ବାଟ ଅଟକାଇବାରୁ କାର ଚାଳକଙ୍କ ଉପରେ ଲାଗିଲା ୨.୫ଲକ୍ଷ ଜରିମାନା

Advertisment

ଆମ୍ବୁଲାନ୍ସର ବାଟ ଅଟକାଇବାରୁ କାର ଚାଳକଙ୍କ ଉପରେ ଲାଗିଲା ୨.୫ଲକ୍ଷ ଜରିମାନା | ଜାଣିଶୁଣି ଅନେକ ସମୟ ପର୍ଯ୍ୟନ୍ତ କାର ଚାଳକ ଆମ୍ବୁଲାନ୍ସକୁ ଆଗକୁ ଯିବାକୁ ଦେଇନଥିବାରୁ ମିଳିଲା ଦଣ୍ଡ |

ଆମ୍ବୁଲାନ୍ସର ବାଟ ଅଟକାଇବାରୁ କାର ଚାଳକଙ୍କ ଉପରେ ଲାଗିଲା ୨.୫ଲକ୍ଷ ଜରିମାନା | ଜାଣିଶୁଣି ଅନେକ ସମୟ ପର୍ଯ୍ୟନ୍ତ କାର ଚାଳକ ଆମ୍ବୁଲାନ୍ସକୁ ଆଗକୁ ଯିବାକୁ ଦେଇନଥିବାରୁ ମିଳିଲା ଦଣ୍ଡ |

wer

ଚଲକୁଡି: ଆମ୍ବୁଲାନ୍ସର ବାଟ ଅଟକାଇବାରୁ କାର ଚାଳକଙ୍କ ଉପରେ ଲାଗିଲା ୨.୫ଲକ୍ଷ ଜରିମାନା | ଜାଣିଶୁଣି ଅନେକ ସମୟ ପର୍ଯ୍ୟନ୍ତ କାର ଚାଳକ ଆମ୍ବୁଲାନ୍ସକୁ ଆଗକୁ ଯିବାକୁ ଦେଇନଥିବାରୁ ମିଳିଲା ଦଣ୍ଡ | ଆମ୍ବୁଲାନ୍ସର ଡାସକ୍ୟାମରେ ରେକର୍ଡ ହୋଇଥିବା ଭିଡିଓ ଭାଇରାଲ ହେବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା | ଏହା ପରେ ଚାଳକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାଯାଇଛି |

ଘଟଣାଟି ନଭେମ୍ୱର ୭ରେ ଘଟିଥିବା ବେଳେ ଭିଡିଓ ଭାଇରାଲ ହେବା ପରେ ଘଟଣାଟି ସାମ୍ନାକୁ ଆସିଛି | ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଚଲକୁଡି ଦେଇ ଥ୍ରିସୁର ମେଡିକାଲ କଲେଜ ଯାଉଥିବା ଆମ୍ବୁଲାନ୍ସ ଚାଳକ ଆଗରେ କାର ଦେଖି ହର୍ଣ ମାରିଥିଲେ | ହେଲେ କାର ଚାଳକଜଣକ ଆମ୍ବୁଲାନ୍ସକୁ ଯିବା ପାଇଁ ବାଟ ଦେଇନଥିଲେ | ଲଗାତାର ୨ମିନିଟ ଧରି ଏଭଳି ଚାଲିଥିଲା | ବାଟ ଦେବା ପରିବର୍ତ୍ତେ ସେ ଆମ୍ବୁଲାନ୍ସର ବାଟ ରୋକିବାକୁ ଚେଷ୍ଟା କରୁଥିବା ଦେଖାଯାଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe