ଖସୋଗିଙ୍କ ହତ୍ୟାର ତଦନ୍ତ ଜରୁରୀ: ଜାତିସଂଘ

Advertisment
ଖସୋଗିଙ୍କ ହତ୍ୟାର ତଦନ୍ତ ଜରୁରୀ: ଜାତିସଂଘ

ଦୋହା: ସାଉଦି ସାମ୍ବାଦିକ ଜମାଲ୍‌ ଖସୋଗିଙ୍କ ହତ୍ୟାର ଏକ ‘ବିଶ୍ବସନୀୟ’ ତଦନ୍ତ ପାଇଁ ଆହ୍ବାନ ଦେଇଛି ମିଳିତ ଜାତିସଂଘ। ଖସୋଗିଙ୍କ ହତ୍ୟା ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରିବାକୁ ଏହା କହିଛି। ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରେସ୍‌ ରବିବାର କହିଛନ୍ତି ଯେ ଖସୋଗିଙ୍କ ହତ୍ୟା ଘଟଣା ବାବଦରେ ସେ କେବଳ ଗଣମାଧ୍ୟମରୁ ଯାହା ଜାଣିବାକୁ ପାଇଛନ୍ତି। ଏଭଳି ଘଟଣାରେ ଏ ପର୍ଯ୍ୟନ୍ତ ଠୋସ୍‌ ତଦନ୍ତ କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe