କିରନ ଖେର୍‌ଙ୍କୁ ଇସି ନୋଟିସ୍‌

Advertisment
କିରନ ଖେର୍‌ଙ୍କୁ ଇସି ନୋଟିସ୍‌

zeenews.india.com

ଚଣ୍ଡିଗଡ଼ : ନିର୍ବାଚନୀ ପ୍ରଚାରରେ ଛୋଟ ପିଲାଙ୍କୁ ବ୍ୟବହାର କରିଥିବାରୁ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କୁ ଗତକାଲି ଏନ୍‌ସିପିସିଆର ନୋଟିସ୍‌ ‌ହୋଇଥିବାବେଳେ ଆଜି ଚଣ୍ଡିଗଡ଼ର ବିଜେପି ପ୍ରାର୍ଥୀ କିରନ ଖେର୍‌ମଧ୍ୟ ଏହି ସମାନ ବିବାଦରେ ଫସି ଯାଇଛନ୍ତି। ନିର୍ବାଚନ ପ୍ରଚାରରେ ଛୋଟ ପିଲାଙ୍କୁ ବ୍ୟବହାର କରିଥିବାରୁ କିରନ ଖେରଙ୍କୁ ନିର୍ବାଚନ କମିସନ୍‌ ନୋଟିସ୍‌ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe