ଜିତିବା ମ୍ୟାଚ୍ ହାରିଲା କେକେଆର: ମ୍ୟାଚ୍‌ର ମୋଡ଼ ବଦଳାଇଦେଲା ଲକ୍ଷ୍ନୌ

Advertisment

କୋଲକାତା ନାଇଟ୍ ରାଇଡର୍ସ ବନାମ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ପ୍ରଥମେ ବ୍ୟାଟିଂ କରି ୨୩୮ ରନ କରିଥିଲା। ଜବାବରେ କୋଲକାତା ନାଇଟ୍ ରାଇଡର୍ସ ୨୩୪ ରନ କରି ୪ ରନ୍‌ରେ ପରାଜିତ ହୋଇଛି...

କୋଲକାତା ନାଇଟ୍ ରାଇଡର୍ସ ବନାମ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ପ୍ରଥମେ ବ୍ୟାଟିଂ କରି ୨୩୮ ରନ କରିଥିଲା। ଜବାବରେ କୋଲକାତା ନାଇଟ୍ ରାଇଡର୍ସ ୨୩୪ ରନ କରି ୪ ରନ୍‌ରେ ପରାଜିତ ହୋଇଛି...

KKR lost a match they should have won: Lucknow changed the course of the match

KKR lost a match they should have won: Lucknow changed the course of the match Photograph: (sambad.in)

କୋଲକାତା: ଆଇପିଏଲ୍ ୨୦୨୫ର ୨୧ତମ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲଏସଜି) ମଧ୍ୟରେ ଖେଳାଯାଇଥିଲା। ମ୍ୟାଚ୍‌ରେ କେକେଆର ଟସ୍ ଜିତି ବ‌ୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏଲଏସଜି ଦଳ ବ୍ୟାଟିଂ କରି ଧାର୍ଯ୍ୟ ୨୦ ଟଭରରେ ୩ ୱିକେଟ ହରାଇ ୨୩୮ ରନ୍ କରିଥିଲା। ଫଳରେ କେକେଆର ପାଇଁ ବିଜୟ ଲକ୍ଷ୍ୟ ୨୩୯ ରହିଥିଲା।

ତେବେ କେକେଆର ଦଳ ଧାର୍ଯ୍ୟ ୨୦ ଓଭରରେ ୭ ୱିକେଟ ହରାଇ ୨୩୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ଜିତିବା ମ୍ୟାଚ୍‌କୁ କେକେଆର ହାରିଥିବାବେଳେ ଶେଷ ଓଭର ଗୁଡ଼ିକରେ ଏଲଏସଜି ମ୍ୟାଚ୍‌ର ମୋଡ ବଦଳାଇ ଦେଇଥିଲା। 

ଅଧିକ ପଢ଼ନ୍ତୁ: ମମତାଙ୍କୁ ସମର୍ଥନ କଲେ ରାହୁଲ: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ

କେକେଆର ପକ୍ଷରୁ ଅଜିଙ୍କ୍ୟ ରାହାଣେ ୩୫ ବଲ୍‌ରେ ୬୧ ରନ୍, ଭେଙ୍କଟେଶ ଆୟର ୨୯ ବଲ୍‌ରେ ୪୫ ରନ୍ ଏବଂ ରିଙ୍କୁ ସିଂହ ୧୫ ବଲ୍‌ରେ ଅପରାଜିତ ୩୮ ରନ୍ କରିଥିଲେ। ଲକ୍ଷ୍ନୌ ପକ୍ଷରୁ ଆକାଶ ଦୀପ ଏବଂ ଶାର୍ଦ୍ଦୁଳ ଠାକୁର ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। 

ଅଧିକ ପଢ଼ନ୍ତୁ: ବଦଳାଇବାକୁ ପଡ଼ିପାରେ ପୁରୁଣା ସିମକାର୍ଡ କାରଣ ଜାଣନ୍ତୁ

 Indian Premier League 2025 | KKR vs LSG | 21st Match

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe