‘୫୦୦୦ ଅତିଥିଙ୍କ ମଧ୍ୟରୁ ୫୦ଙ୍କୁ ଜାଣିଥିଲି’

Advertisment
‘୫୦୦୦ ଅତିଥିଙ୍କ ମଧ୍ୟରୁ ୫୦ଙ୍କୁ ଜାଣିଥିଲି’

ମୁମ୍ବାଇ: ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କ ବାହାଘର ଭୋଜି ବେଳର ଏକ ମଜାଦାର କଥାକୁ ପ୍ରକାଶ କରି କହିଛନ୍ତି, ‘ଭୋଜିରେ ପ୍ରାୟ ୫ ହଜାର ଅତିଥି ଯୋଗଦେଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୪୦-୫୦ ଜଣଙ୍କୁ ବ୍ୟକ୍ତିଗତ ଭାବେ ମୁଁ ଜାଣିଥିଲି’। ଏକ ସାକ୍ଷାତକାର ବେଳେ ତାଙ୍କ ସ୍ତ୍ରୀଙ୍କ ସହ କପିଲ ବିଭିନ୍ନ ପ୍ରକାର ରୋମାଞ୍ଚକର ଏବଂ ବ୍ୟଙ୍ଗ କଥା କହିଛନ୍ତି। ସେ ମଜାରେ କହିଥିଲେ, ସାଇନା ଏବଂ କଶ୍ୟପ, ବିରାଟ ଏବଂ ଅନୁଷ୍କା, ଦୀପିକା ଏବଂ ରଣବିର୍‌ଙ୍କ ବାହାଘର ଭୋଜିରେ ୪୦ ଜଣ ଅତିଥି ଯୋଗଦେଇଥିଲେ। ‘ମୁଁ ଜାଣିବାକୁ ଚାହୁଁଥିଲି ସେହି ୪୦ ଜଣ ଅତିଥି ତିନିଟି ଯାକ ବାହାଘର ଭୋଜିରେ ଯୋଗଦେଇଥିଲେ କି?।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe