କୋଲକାତାର ଏଲଆଇସିର ୧୯ ମହଲାରେ ନିଆଁ, ଲିଭାଇବା ପାଇଁ ପହଞ୍ଚିଲା ୧୦ଟି ଦମକଳ ଗାଡ଼ି

Advertisment
କୋଲକାତାର ଏଲଆଇସିର ୧୯ ମହଲାରେ ନିଆଁ, ଲିଭାଇବା ପାଇଁ ପହଞ୍ଚିଲା ୧୦ଟି ଦମକଳ ଗାଡ଼ି

କୋଲକାତା: କୋଲକାତାରେ ଜବାହାର ଲାଲ ନେହେରୁ ରୋଡ ନିକଟସ୍ଥ ଥିବା ଏଲଆଇସିର ୧୯ ମହଲାରେ ଗୁରୁବାର ଅପରାହ୍ନରେ ଆକସ୍ମିକ ଭାବେ ନିଆଁ ଲାଗି ଯାଇଛି। ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ତେବେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏଯାବତ୍‌ କ’ଣ କ୍ଷୟକ୍ଷତି ହୋଇଛି, ଅଗ୍ନିକାଣ୍ଡରେ କିଏ ଆହତ ଓ କେତେଜଣ ମୃତାହତ ହୋଇଛନ୍ତି ତାହା ଜଣାପଡ଼ିନାହିଁ।

publive-image

ସ୍ଥାନୀୟଲୋକଙ୍କ କହିବାନୁସାରେ, ନେହେରୁ ରୋଡ ନିକଟସ୍ଥ ଥିବା ଏଲଆଇସିର ୧୯ ମହଲାରେ ଲାଗିଥିବା ନିଆଁ ୧୬ତାଲାରୁ ଆରମ୍ଭ ହୋଇ ଧୀରେଧୀରେ ଚାରିଆଡକୁ ମାଡି ଯାଇଥିଲା । ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ୧୦ଟି ଦମକଳଗାଡ଼ି ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe