କୁପୱାଡ଼ାରେ ବିସ୍ଫୋରଣ ୮ ଯବାନ ଆହତ

Advertisment
କାଶ୍ମୀର ଆତଙ୍କବାଦୀଙ୍କ ହାରାହାରି ଆୟୁଷକୁ ୬ ମାସକୁ କମାଇଦେଇଛି ଭାରତୀୟ ସେନା

ଶ୍ରୀନଗର: ଉତ୍ତର କଶ୍ମୀରର କୁପୱାଡ଼ା ଜିଲ୍ଲା ନାଗରାନ୍ଦ ଅଂଚଳରେ  ଏକ ଗ୍ରେନେଡ ବିସ୍ଫୋରଣରେ ଜଣେ ସେନା ଅଧିକାରୀଙ୍କ ସମେତ ୮ ଜଣ ଯବାନ ଆହତ ହୋଇଛନ୍ତି। ସେମାନେ ଏକ ଜଙ୍ଗଲ ଅଂଚଳରେ କମ୍ବିଂ ସାରି ଫେରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ପ୍ରକାଶ। ଆହତମାନଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଦୁ୍ର୍ଘଟଣାବଶଃତ ଗ୍ରେନେଡ ବିସ୍ଫୋରଣ ହୋଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe