କୁପ୍‌ଓ୍ଵାଡ଼ା ଏନ୍‌କାଉଣ୍ଟର:ଜଣେ ଆତଙ୍କୀ ନିହତ,୨ ଯବାନ ଆହତ

Advertisment
କୁପ୍‌ଓ୍ଵାଡ଼ା ଏନ୍‌କାଉଣ୍ଟର:ଜଣେ ଆତଙ୍କୀ ନିହତ,୨ ଯବାନ ଆହତ

ଶ୍ରୀନଗର: ଉତ୍ତର କଶ୍ମୀରସ୍ଥିତ କୁଫ୍‌ଓ୍ଵାଡ଼ା ଜିଲ୍ଲା ନିୟନ୍ତ୍ରଣ ରେଖା ନିକଟସ୍ଥ ସଫଓ୍ଵାଲି ଗଲି ଅଞ୍ଚଳରେ  ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇ ଜଣେ ଆତଙ୍କବାଦୀ ନିହତ ହୋଇଛି। ଏଥିରେ ଦୁଇଜଣ ଯବାନ ଆହତ ହୋଇଛନ୍ତି। ନିହତ ଆତଙ୍କବାଦୀ ନିକଟରୁ ଏକ ଏକେ-୪୭ ବନ୍ଧୁକ ଉଦ୍ଧାର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe