ନୂଆଦିଲ୍ଲୀ: ଆମେରିକାର କ୍ୱାଣ୍ଟିକୋ ସିଜନ-୩ର ଏକ ଏପିସୋଡରେ ଅଭିନୟ ବେଳେ ଆତଙ୍କବାଦୀ କାର୍ଯ୍ୟକଳାପ ପଛରେ ଭାରତୀୟ ଆତଙ୍କବାଦୀଙ୍କ ହାତ ଥିବା କହି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିବାଦ ଘେରକୁ ଆସିଛନ୍ତି। ଏହାକୁ ନେଇ ପ୍ରିୟଙ୍କାଙ୍କୁ କଡ଼ା ସମାଲୋଚନା କରାଯିବା ପରେ ସେ ଆଜି ଟ୍ଵିଟରରେ କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି ଯେ, କ୍ୱାଣ୍ଟିକୋର ଏହି ବିବାଦୀୟ ଏପିସୋଡ ପାଇଁ ଅନେକ ଭାରତୀୟଙ୍କ ଭାବନାରେ କୁଠାରଘାତ ହୋଇଛି। ଏଥିପାଇଁ ମୁଁ ଦୁଃଖିତ ଏବଂ କ୍ଷମା ଚାହୁଛି। ଏଭଳି କରିବା ପଛରେ ମୋର କିଛି ଉଦ୍ଦେଶ୍ୟ ନଥିଲା। ମୁଁ ଭାରତୀୟ ଭାବେ ଗର୍ବିିତ ବୋଲି ପ୍ରିୟଙ୍କା କହିଛନ୍ତି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2018/06/priyanka-chopra-zee-news.jpg)