୨ ଦିନ ପରେ ଖାଇଲେ ଲାଲୁ

Advertisment
୨ ଦିନ ପରେ ଖାଇଲେ ଲାଲୁ

India TV

ରାଞ୍ଚି : ଲୋକସଭା ନିର୍ବାଚନରେ ଆରଜେଡି ମୂଳପୋଛ ହୋଇଯିବା ପରେ ଏହାର ପ୍ରତିଷ୍ଠାତା ଲାଲୁ ପ୍ରସାଦ ଚିନ୍ତାରେ ଡାକ୍ତରଖାନାରେ ୨ ଦିନ ପାଇଁ ମଧ୍ୟାହ୍ନ ଭୋଜନ ଛାଡ଼ି ଦେଇଥିଲେ। ଔଷଧ ଖାଉଥିବାରୁ ମଧ୍ୟାହ୍ନ ଭୋଜନର ଆବଶ୍ୟକତା ରହିଛି ବୋଲି ଡାକ୍ତରମାନେ କହିବାରୁ ରବିବାର ସେ ଖାଇଥିବା କୁହାଯାଉଛି। ଉଲ୍ଲେଖ ଯୋଗ୍ୟ ଯେ, କୋର୍ଟ ଦ୍ବାରା ତାଙ୍କୁ ଜେଲଦଣ୍ଡ ହେବା ପରେ ୨୦୧୭ ଡିସେମ୍ବରରୁ ‌ଲାଲୁ ରାଞ୍ଚିସ୍ଥିତ ରାଜେନ୍ଦ୍ର ପ୍ରସାଦ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍‌ରେ ରକ୍ତଚାପ, ଶର୍କରା ଏବଂ କିଡନି ରୋଗ ପାଇଁ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe