ଘରେ ଆକ୍ରମଣର ଶିକାର ହୋଇ ଲସ୍କର-ଏ-ତୈବାର ସହ-ପ୍ରତିଷ୍ଠାତା ଆମିର ହମଜା ଗୁରୁତର

Advertisment

ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା ବା ଏଲ୍‌ଇଟିର ଲସ୍କର-ଏ-ତୈବା ବାଲାହୋରସ୍ଥିତ ତାଙ୍କ ବାସଭବନରେ ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ଏବଂ ବର୍ତ୍ତମାନ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା ବା ଏଲ୍‌ଇଟିର ଲସ୍କର-ଏ-ତୈବା ବାଲାହୋରସ୍ଥିତ ତାଙ୍କ ବାସଭବନରେ ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ଏବଂ ବର୍ତ୍ତମାନ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ୁତଗିୂଳ ଚ

ଇସ୍‌ଲାମବାଦ୍‌: ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା ବା ଏଲ୍‌ଇଟିର ସହ-ପ୍ରତିଷ୍ଠାତା ଆମିର ହମଜା ଲାହୋରସ୍ଥିତ ତାଙ୍କ ବାସଭବନରେ ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ଏବଂ ବର୍ତ୍ତମାନ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଏଲ୍‌ଇଟିର ୧୭ ଜଣ ପ୍ରତିଷ୍ଠାତାଙ୍କ ମଧ୍ୟରୁ ହମଜା ଅନ୍ୟତମ। ତାଙ୍କ ଘର ଭିତରେ ଏକ ଦୁର୍ଘଟଣା ଘଟିବା ପରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ସୋସିଆଲ ମିଡିଆରେ ଅନେକ ରିପୋର୍ଟରେ କୁହାଯାଇଛି ଯେ ତାଙ୍କୁ ଗୁଳି ବାଜିଛି। ହେଲେ ତଦନ୍ତରୁ ଜଣାପଡିଛି ଯେ ଏହି ଅନୁମାନ ମିଥ୍ୟା।

ଆମିର ହମଜା ଆଫଗାନ ମୁଜାହିଦ୍ଦିନର ଜଣେ ପ୍ରବୀଣ ସୈନିକ ଏବଂ ତାଙ୍କୁ ଲସ୍କର-ଏ-ତୈବାର ଜଣେ ପ୍ରମୁଖ ସଦସ୍ୟ ଭାବରେ ଦୀର୍ଘ ସମୟ ଧରି ବର୍ଣ୍ଣନା କରାଯାଇଛି। ତାଙ୍କର ଭାଷଣ ଏବଂ ଲେଖା ପାଇଁ ସେ ବେଶ୍‌ ଜଣାଶୁଣା।

 ସେ ଥରେ ଏଲ୍ଟିର ସରକାରୀ ପ୍ରକାଶନର ସମ୍ପାଦକ ଥିଲେ ଏବଂ ୨୦୦୨ରେ କାଫିଲା ଦା'ୱାତ ଔର ଶାହାଦତ ସମେତ ଅନେକ ପୁସ୍ତକ ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe