ଭାରତୀୟ ସେନାର ସଫଳତା: ଲକସର-ଏ-ଇସଲାମ ମୁଖ୍ୟ ଅବଦୁଲ କୟୁମ ନିହତ

ଭାରତୀୟ ସେନାର ସଫଳତା: ଲକସର-ଏ-ଇସଲାମ ମୁଖ୍ୟ ଅବଦୁଲ କୟୁମ ନିହତ
କଶ୍ମୀର: ଜମ୍ମୁ-କଶ୍ମୀର ସୀମାରେ ଆତଙ୍କବାଦୀଙ୍କ ବିରୋଧରେ ସେନା ଅପରେସନ୍‌ ଜାରି ରଖିଛି। ଭାରତୀୟ ସେନାକୁ  ମଙ୍ଗଳବାର ଏକ ବଡ଼ ସଫଳତା ମିଳିଛି। ସେନା ଉରି ସେକ୍ଟରରେ ଆତଙ୍କବାଦୀ ସଙ୍ଗଠନ ଲକସର-ଏ-ଇସଲାମ ମୁଖ୍ୟ ଅବଦୁଲ କୟୁମ ନଜରଙ୍କୁ  ନିହତ କରିଛି।
ସୂଚନାଯୋଗ୍ୟ, ଭାରତୀୟ ସେନାବାହିନୀ ଅବଦୁଲ କୟୁମ ନଜରକୁ ପାକିସ୍ତାନାରୁ ଫେରୁଥିବା ସମୟରେ ନିହତ କରିଥିଲେ। ଆତଙ୍କବାଦୀ ଅବଦ୍‌ୁଲଙ୍କ ନାମ ଭାରତୀୟ ସେନାର ଓ୍ଵାଣ୍ଟେଟ ତାଲିକାରେ ୨ବର୍ଷ ହେବ ସାମିଲ ଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe