କୁକୁର ରଖିବାକୁ ଲାଇସେନ୍ସ!

Advertisment
କୁକୁର ରଖିବାକୁ ଲାଇସେନ୍ସ!

Petco

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢି ଚାଲିଥିବା ବେଳେ କୁକୁରଙ୍କ ଆକ୍ରମଣର ଶିକାର ହୋଇ ମାସକ ମଧ୍ୟରେ ୩ ଜଣଙ୍କର ମୃତ୍ୟୁ ହେଲାଣି। ତେବେ ଏହି ସମସ୍ୟା ଦୂର କରିବାକୁ ନଗରପାଳିକା ପକ୍ଷରୁ ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରାଯାଉଥିବା ବେଳେ ଏବେ ପୋଷା କୁକୁର ରଖିବାକୁ ମଧ୍ୟ କଟକଣା ଜାରି କରାଯାଇଛି। ପଞ୍ଜୀକରଣ କରି ଲୋକେ ସେମାନଙ୍କ ଘରେ କୁକୁର ପାଳିିବେ। ଏହା ସହ ଅତ୍ୟାଧୁନିକ ସେନସର ଯୁକ୍ତ ରେଡିଓ କୋଲାର ମଧ୍ୟ କୁକୁରଙ୍କ ବେକରେ ବନ୍ଧାଯିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe