ଲିବିୟାରେ କାର୍‌ ବୋମା ବିସ୍ଫୋରଣ: ୩୫ ମୃତ, ୫୦ରୁ ଊର୍ଦ୍ଧ୍ୱ ଆହତ

Advertisment
ଲିବିୟାରେ କାର୍‌ ବୋମା ବିସ୍ଫୋରଣ: ୩୫ ମୃତ, ୫୦ରୁ ଊର୍ଦ୍ଧ୍ୱ ଆହତ

ବେନଘାଜି: ଲିବିୟାର ଆଲ୍‌-ସଲମାନି ଜିଲ୍ଲାର ବେନ୍‌ଘାଜିର ସହରରେ ଥିବା ଏକ ମସଜିଦ୍‌ ସମ୍ମୁଖରେ ୨ଟି କାର ବୋମା ବିସ୍ଫୋରଣ ହେବାରୁ ୩୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବ ବୋଲି ଜଣାଯାଇଛି। ଏହି ଆକ୍ରମଣ ପାଇଁ ଏଯାବତ୍‌ କୌଣସି ଆତଙ୍କବାଦୀ ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe