ନ୍ୟୁୟର୍କରେ କାର୍ ଦୁର୍ଘଟଣା, ୨୦ ମୃତ

Advertisment
ନ୍ୟୁୟର୍କରେ କାର୍ ଦୁର୍ଘଟଣା, ୨୦ ମୃତ

ନ୍ୟୁୟର୍କ : ନ୍ୟୁୟର୍କର ପର୍ଯ୍ୟଟନସ୍ଥଳୀ ସ୍କୋହାରିରେ ଲିମୋ କାର୍‌ ଦୁର୍ଘଟଣା ଯୋଗୁ ୨୦ ଜଣ ପ୍ରାଣ ହରାଇଛନ୍ତି। ସ୍କୋହାରିସ୍ଥିତ ଆପଲ୍ ବ୍ୟାରେଲ୍‌ କଣ୍ଟ୍ରି ଷ୍ଟୋର୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଲିମୋ କାର୍‌ଟି ଅନ୍ୟ ଏକ ଗାଡ଼ି ସହିତ ଧକ୍କା ହେବାରୁ ଉଭୟ ଗାଡ଼ିରେ ଥିବା ଯାତ୍ରୀମାନେ ପ୍ରାଣ ହରାଇଛନ୍ତି। ଗାଡ଼ି ଦ୍ବୟ ଦ୍ରୁତ ବେଗରେ ଆସୁଥିଲେ। ରାଷ୍ଟ୍ରୀୟ ପରିବହନ ନିରାପତ୍ତା ବୋର୍ଡ ପକ୍ଷରୁ ଏ ନେଇ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe