ମୁମ୍ବଇ, : ମୁମ୍ବାଇର ଦାଦରଠାରେ ଥିବା ଓମ୍ ସାଇରାମ କୋଠାର ତୃତୀୟ ମହଲାରେ ଜଣେ ୧୬ ବର୍ଷୀୟା ଝିଅ ନିଆଁରେ ପୋଡି ହୋଇ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ, ଶ୍ରାବଣୀ ଚଭନ ଘରେ ଥିବା ବେଳେ ବାହାର ପଟୁ ତାଲା ପକାଇଦେଇ ତାଙ୍କ ବାପା ମା’ ବାହାଘର ଭୋଜିରେ ଯୋଗଦେବା ପାଇଁ ଚାଲିଯାଇଥିଲେ। ଘରେ ନିଆଁ ଲାଗିବା ପରେ ଶ୍ରାବଣୀ ଆଉ ବାହାରି ପାରିନଥିଲେ।
ବାହାରପଟୁ ତାଲା: ଘର ଭିତରେ ଝିଅ ନିଆଁରେ ଜଳିଗଲା
Advertisment
Follow Us