୨୧ ଦିନିଆ ଲକ୍‌ ଡାଉନ୍‌ ପରିପ୍ରେକ୍ଷୀରେ ଆଜି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌

Advertisment
୨୧ ଦିନିଆ ଲକ୍‌ ଡାଉନ୍‌ ପରିପ୍ରେକ୍ଷୀରେ ଆଜି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌

୧. ସ୍ବାସ୍ଥ୍ୟ ସେବା ଉପରେ କୌଣସି କଟକଣା ଲାଗିବ ନାହିଁ। ସମସ୍ତ ଔଷଧ ଦୋକାନ ଓ ପାଥ୍‌ଲୋଜି ଲ୍ୟାବ ଖୋଲା ରହିବ।
୨. ରାସନ ଦୋକାନ ଖୋଲା ରହିବ।
୩. ପେଟ୍ରୋଲ୍‌ ପମ୍ପ୍‌ ଖୋଲା ରହିବ।
୪. ବିଦ୍ୟୁତ୍‌ ଉତ୍ପାଦନ ଏବଂ ବିତରଣ ସଂସ୍ଥା ଚାଲୁ ରହିବା ସହ ବିଭାଗୀୟ କର୍ମଚାରୀମାନଙ୍କୁ କାମ ପାଇଁ ଅନୁମତି ମିଳିବ।
୫. ଖାଦ୍ୟପେୟ, କ୍ଷୀର, ରୋଷେଇ ସାମଗ୍ରୀ ସମ୍ପର୍କିତ ଦୋକାନ ଖୋଲାରହିବ।
୬. ବ୍ୟାଙ୍କ୍‌, ବୀମା ଅଫିସ୍‌, ଏଟିମ୍‌ ଖୋଲା ରହିବ।
୭. ପ୍ରିଣ୍ଟଂ ଏବଂ ଇଲେକ୍‌ଟ୍ରୋନିକ୍ ମିଡ଼ିଆ, ଆଇଟି ସେବା ଚାଲୁ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe