ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଜିତିଲା ଟସ୍: ପ୍ରଥମେ ବୋଲିଂ

Advertisment
ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଜିତିଲା ଟସ୍: ପ୍ରଥମେ ବୋଲିଂ

ଲକ୍ଷ୍ନୌ: ଆଇପିଏଲର ୪୮ତମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍(ଏଲଏସଜି) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ମୁହାଁମୁହିଁ ହୋଇଛନ୍ତି। ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳବିହାରୀ ବାଜପେୟୀ ଏକନ୍ନା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଅଧିନାୟକ କେଏଲ୍ ରାହୁଲ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଛି।

ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ସ୍କ୍ବାଡରେ କେ.ଏଲ୍ ରାହୁଲ (ଅଧିନାୟକ ଏବଂ ୱିକେଟକିପର) , କ୍ୱିଣ୍ଟନ୍ ଡି କକ୍ , ମାର୍କସ୍ ଷ୍ଟୋଇନିସ୍ , ଦୀପକ ହୁଡା , ନିକୋଲାସ୍ ପୁରାନ୍ , ଆୟୁଷ ବାଡୋନି , କ୍ରୁନାଲ ପାଣ୍ଡ୍ୟା , ମ୍ୟାଟ ହେନେରୀ , ରବି ବିଶ୍ନୋଇ , ମୋହସିନ୍ ଖାନ୍ , ଯଶ ଠାକୁର , ଅମିତ ମିଶ୍ର , ଅର୍ଶିନ କୁଲକର୍ଣ୍ଣି , କୃଷ୍ଣପ୍ପା ଗୌଥମ , ଯୁଧିଭିର ସିଂ ଚାରାକ , ମୟଙ୍କ ଯାଦବ , କାଇଲ୍ ମାୟର୍ସ , ଆଷ୍ଟନ୍ ଟର୍ନର , ପ୍ରେରକ ମଙ୍କଡ , ନବୀନ-ଉଲ-ହକ , ଦେବଦତ୍ତ ପାଦିକଲ , ଅର୍ଶଦ ଖାନ , ଶାମର ଜୋସେଫ ପ୍ରମୁଖ ଅଛନ୍ତି।

ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ସ୍କ୍ବାଡରେ ଇଶାନ କିଶନ (ୱିକେଟ କିପର) , ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ) , ରୋହିତ ଶର୍ମା , ସୂର୍ଯ୍ୟକୁମାର ଯାଦବ , ତିଲକ ବର୍ମା , ନେହଲ ୱାଡେରା , ଟିମ ଡେଭିଡ , ମହମ୍ମଦ ନବୀ , ପୀୟୁଷ ଚାୱଲା , ଲୁକ ଉଡ୍ , ଜସପ୍ରୀତ ବୁମ୍ରା , ନୁୱାନ ଥଶାରା , ନମାନ ଧୀର , ଶାମ ମୁଲାନି , ଡିୱାଲ୍ଡ ବ୍ରେଭିସ୍ , କୁମାର କାର୍ତ୍ତିକେୟ , ଶ୍ରେୟାସ ଗୋପାଳ , ହାର୍ଭିକ ଦେଶାଇ , ଜେରାଲ୍ଡ କୋଟେଜୀ , ରୋମାରିଓ ଶେପହର୍ଡ , ଅର୍ଜୁନ ତେନ୍ଦୁଲକର , ଶିବଲିକ ଶର୍ମା , ଅଂଶୁଲ କାମ୍ବୋଜ , ଆକାଶ ମାଧୱାଲ , କ୍ୱେନା ମାଫାକା ପ୍ରମୁଖ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe