ମୁମ୍ବାଇ: ୨୦୧୯ ଲୋକସଭା ନିର୍ବାଚନ ଲଢ଼ିବା ନେଇ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ୍ଙ୍କର ଯୋଜନା ନାହିଁ। ଏ ବାବଦରେ ଯେଉଁ ରିପୋର୍ଟ ପ୍ରକାଶ ପାଇଥିଲା, ତାହା ଭିତ୍ତିହୀନ। ମାଧୁରୀଙ୍କ ମୁଖପାତ୍ର ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ମାଧୁରୀ ବିଜେପି ଟିକଟରେ ପୁଣେରୁ ନିର୍ବାଚନ ଲଢ଼ିବେ ବୋଲି ଗତକାଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା।
ନିର୍ବାଚନ ଲଢ଼ିବେନି ମାଧୁରୀ ଦୀକ୍ଷିତ
Advertisment
Follow Us