‘ଲଭ୍‌ ଜିହାଦ୍‌’ ବିରୋଧରେ ଆଇନ ଆଣିବ ମଧ୍ୟପ୍ରଦେଶ

‘ଲଭ୍‌ ଜିହାଦ୍‌’ ବିରୋଧରେ ଆଇନ ଆଣିବ ମଧ୍ୟପ୍ରଦେଶ

The Siasat Daily

ଭୋପାଳ : କର୍ଣ୍ଣାଟକ ଏବଂ ହରିୟାଣା ‘ଲଭ୍‌ ଜିହାଦ୍‌’ ବିରୋଧରେ ଆଇନ ଆଣିବାପାଇଁ ନିଷ୍ପତ୍ତି ନେବାର କିଛି ସପ୍ତାହ ପରେ ମଧ୍ୟପ୍ରଦେଶ ମଧ୍ୟ ଅନୁରୂପ ନିଷ୍ପତ୍ତି ନେଇଛି। ମଧ୍ୟପ୍ର‌ଦେଶ ମଧ୍ୟ ଖୁବ୍‌ ଶୀଘ୍ର ‘ଲଭ୍‌ ଜିହାଦ୍‌’ ବିରୋଧ‌ରେ ଆଇନ ଆଣିବ। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି, ରାଜ୍ୟ ସରକାର ଏହି ସମସ୍ୟାର ସମାଧାନ ପାଇଁ ଖୁବ୍‌ ଶୀଘ୍ର ଏକ ଆଇନ ଆଣିବେ। ଏହି ଆଇନରେ ୫ ବର୍ଷ ଜେଲ୍‌ଦଣ୍ଡ ବ୍ୟବସ୍ଥା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe