ୟୁପିରେ ମଦ୍ରାସା ସର୍ଭେ ଆରମ୍ଭ

Advertisment
ୟୁପିରେ ମଦ୍ରାସା ସର୍ଭେ ଆରମ୍ଭ

One India

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡ ଏବଂ ଜିଲ୍ଲା ପ୍ରଶାସନର ଏକ ଟିମ୍ ଗୁରୁବାର ଲକ୍ଷ୍ନୌସ୍ଥିତ ମୁସଲମାନ ସେମିନାରୀ ଦାରୁଲ ଉଲୁମ ପରିଦର୍ଶନ କରିଛନ୍ତି। ବେଆଇନ ମଦ୍ରାସାର ସର୍ଭ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବାର ଦିନକ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯାଞ୍ଚ ଟିମ୍‌ ୧୨ଟି ବିଭାଗରେ ତଥ୍ୟ ସଂଗ୍ରହ କରିଛନ୍ତି। ଏଥିରେ ମଦ୍ରାସାର ସଂପୂର୍ଣ୍ଣ ବିବରଣୀ, ପାଠ୍ୟକ୍ରମ, ଆର୍ଥିକ ଉତ୍ସ ବିଷୟରେ ତଥ୍ୟ ସଂଗ୍ରହ କରାଯାଇଛି। ବେଆଇନ ପାଣ୍ଠି ଏବଂ ଜିହାଦୀ କାର୍ଯ୍ୟକଳାପର ଯାଞ୍ଚ କରିବା ପାଇଁ ମଧ୍ୟ ରାଜ୍ୟ ସରକାର କେତେକ ପଦକ୍ଷେପ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe